Home Oriya Odia Dictionary

Download Oriya Odia Dictionary APP

Autobiography Oriya Odia Meaning

ଆତ୍ମକଥନ, ଆତ୍ମକଥା, ଆତ୍ମକାହାଣୀ

Definition

ନିଜଦ୍ୱାରା ନିଜ ସମ୍ବନ୍ଧରେ କୁହାଯାଇଥିବା କଥା
ଯେ ନିଜର ଜୀବନଚରିତ୍ର ଲେଖିଛି

Example

ମହାତ୍ମାଗାନ୍ଧୀଙ୍କ ଆତ୍ମକଥା ଶୁଣି ତାଙ୍କର ବହୁ ଶିଷ୍ୟ ପ୍ରଭାବିତ ହେଲେ
ଗାନ୍ଧୀଙ୍କର ଆତ୍ମକଥା ପଢ଼ି ମୁଁ ବହୁତ ପ୍ରଭାବିତ ହୋଇଛି