Home Oriya Odia Dictionary

Download Oriya Odia Dictionary APP

Avocation Oriya Odia Meaning

ସଉକ

Definition

ଯାହା କୌଣସି କଥା ବା ବସ୍ତୁ ପ୍ରାପ୍ତିଆଡ଼କୁ ଯେଉଁ ମନୋବୃତ୍ତି ଧ୍ୟାନ ନେଇଯାଏ
କୌଣସି ବସ୍ତୁପ୍ରତି ଅଥବା ସୁଖଭୋଗର ଅଭିଳାଷା ବା ଲାଳସା
ଜୀବନ ନିର୍ବାହପାଇଁ କରାଯାଉଥିବା କାମ
କୌଣସି କାମରେ ସମ୍ମିଳିତ ହେବାପାଇଁ କାହାକୁ ଆଦର ପୂର୍ବକ କହିବା କିମ୍ବା ଡକାଇବାର କ୍ରିୟା

Example

ମମତାର ବୁଲାବୁଲି କରିବା ସଉକ
ସେ ଲୁଗା ବିକ୍ରି କରିବା ସହିତ ଅନ୍ୟ ଜୀବିକା ଗୋଟିଏ ମଧ୍ୟ ଆରମ୍ଭ କରିଛି
ଶୀଲାର ନିମନ୍ତ୍ରଣ ରକ୍ଷାକରି ମୁଁ ଏହି କାମରେ ଭାଗ ନେଲି