Home Oriya Odia Dictionary

Download Oriya Odia Dictionary APP

Awakening Oriya Odia Meaning

ଉଜାଗର, ଜାଗରଣ

Definition

ମନ ବା ବିଷୟମାନଙ୍କର ପୂର୍ଣ୍ଣ ଜ୍ଞାତବ୍ୟ ବିଷୟ ଯାହା ମନ ବା ବିବେକ ନିମନ୍ତେ ହୋଇଥାଏ
ନିଦରୁ ଉଠିବା
କୌଣସି ବର୍ଗ ବା ଜାତିର ଏକ ଅବସ୍ଥା ଯେଉଁଥିରେ ଏହା ତଳେପଡ଼ିଥିବା ଅବସ୍ଥାରୁ ବାହାରି ଉନ୍ନତ ହେବାକୁ ପ୍ରଯତ୍ନ କରିଥାଏ
ଶୋଇଥିବା ଲୋକକୁ ଉଠେଇବାପାଇଁ

Example

କନ୍ୟାକୁମାରୀରେ ଆତ୍ମଚିନ୍ତନ କରୁଥିବା ସମୟରେ ବିବେକାନନ୍ଦଙ୍କର ଆତ୍ମଜ୍ଞାନ ହେଲା
ମୁଁ ଆଜି ସକାଳ ସାତଟାରେ ଉଠିଲି
୧୮୫୭ର ଜନଜାଗରଣ ଧୀରେଧୀରେ ଯୁଦ୍ଧର ରୂପନେଲା
ମା ପ୍ରତିଦିନ ସକାଳୁ ରାହୁଳକୁ ଉଠାନ୍ତି
ଅମାବାସ୍ୟା ରାତିରେ ତାନ୍ତ୍ରିକ ଯନ୍ତ୍ରତନ୍ତ୍ରକୁ ଜାଗୃତ କରେ
ହୃଦୟ