Home Oriya Odia Dictionary

Download Oriya Odia Dictionary APP

Azure Oriya Odia Meaning

ଆକାଶି ନୀଳ, ଆକାଶିଆ, ଆକାଶିଆ ରଙ୍ଗ

Definition

ଯେଉଁ ରଙ୍ଗ ଆକଶ ବା ନୀଳ ରଙ୍ଗ ପରି
ମେଘ ନଥିବା
ଯାହା ଜଳରୁ ଉତ୍ପନ୍ନ ହୁଏ
ଯେ ପାଣିରେ ରହେ
ନୀଳ ରଙ୍ଗର
ସ୍ୱର୍ଗ ସହିତ ସମ୍ବନ୍ଧିତ
ଆକାଶ ସହ ସମ୍ବନ୍ଧିତ
ଆକାଶ ରଙ୍ଗର ବା ହାଲୁକା ନୀଳ ରଙ୍ଗର
ଯେଉଁ ରଙ୍ଗଟି

Example

ଚିତ୍ରକର ପ୍ରକୃତିର ଚିତ୍ର କଲାବେଳେ ଆକଶକୁ ନୀଳ ରଙ୍ଗରେ ରଙ୍ଗାଇବାକୁ ଭୁଲିଗଲା
ରାତିହେଇଥିଲା ଏବଂ ନିର୍ମଳ ଆକାଶରେ ତାରାଗୁଡ଼ିକ ସ୍ପଷ୍ଟ ଦେଖାଯାଉଥିଲେ
ଶୈବାଳ ଏକ ଜଳଜ ବନସ୍ପତି
ତାକୁ ପାଣିଧଣ୍ଡ ଚୋଟ ମାରିଲା
ସାଧନା କଲେ