Home Oriya Odia Dictionary

Download Oriya Odia Dictionary APP

Bachelor's Degree Oriya Odia Meaning

ସ୍ନାତକ

Definition

ଯେ କୌଣସି ବିଶ୍ୱବିଦ୍ୟାଳୟର ନିମ୍ନତମ ଡିଗ୍ରୀ ବା ଉପାଧି ପ୍ରାପ୍ତ କରିବାପାଇଁ ପରୀକ୍ଷାରେ ସଫଳ ହୋଇଥାଏ
କୌଣସି ଗୁରୁଙ୍କ ଅଧୀନରେ ରହି ଯେ ବିଦ୍ୟା ଅଧ୍ୟୟନ ଏବଂ ବ୍ରହ୍ମଚର୍ଯ୍ୟ ବ୍ରତ ସମାପ୍ତ କରିନେଇଛି
କୌଣସି ବିଶ୍ୱବିଦ୍ୟାଳୟର ନିମ୍ନତମ ଡିଗ୍ରୀ ବା ଉପାଧି

Example

ଅର୍ଥ ଅଭାବରୁ ଅନେକ ସ୍ନାତକଙ୍କୁ ତାଙ୍କ ପାଠପଢ଼ା ବନ୍ଦ କରିବାକୁ ପଡ଼ିଲା
ସ୍ନାତକକୁ ସେହି ବିଦ୍ୟାପୀଠରେ ଆଚାର୍ଯ୍ୟ କରିଦିଆଗଲା
ମୁଁ ମୁମ୍ବାଇ ବିଦ୍ୟାପୀଠରୁ ସ୍ନାତକ କରିଛି