Home Oriya Odia Dictionary

Download Oriya Odia Dictionary APP

Bait Oriya Odia Meaning

କଷ୍ଟ ଦେବା, ଚିଡେଇବା, ବିରକ୍ତ କରିବା, ରଗାଇବା

Definition

କାହାକୁ ମାନସିକ ବା ଶାରୀରିକ ସ୍ତରରେ ପୀଡ଼ିତ କରିବା
ପଶୁପକ୍ଷୀମାନଙ୍କୁ ଦିଆଯାଉଥିବା ଖାଦ୍ୟ ବସ୍ତୁ
ମାଛକୁ ଆକୃଷ୍ଟ କରିବାପାଇଁ ଉପଯୋଗ କରାଯାଉଥିବା ଚାରା
ସାମନାକୁ ଆସୁଥିବା ଦୁଇଟି କିମ୍ବା ଅଧିକ ଏଭଳି କଥା ବା କାମଗୁଡ଼

Example

ଗୀତାର ବାହାଘର ପରେ ଗୀତାର ଶାଶୁଘର ଲୋକ ତାକୁ ବହୁତ ହଇରାଣ କଲେ
ଶିକାରୀ ଥୋପ ପକାଇବା ପରେ ଗଛ ପଛରେ ଲୁଚିଗଲା
ସେ ଗାଈ ପାଇଁ ଗୋଖାଦ୍ୟ ଆଣିବାକୁ ଯାଇଛି
ସେ ମାଛ ଖାଦ୍ୟ ରୂପେ ଜିଆକୁ