Home Oriya Odia Dictionary

Download Oriya Odia Dictionary APP

Balloon Oriya Odia Meaning

ବେଲୁନ୍‌, ବେଲୁନ୍‌ ଯାନ

Definition

ରବରଆଦିରେ ନିର୍ମିତ ସରୁମୁହଁବାଲା ପତଳା ଥଳି ଯେଉଁଥିରେ ପବନ ଭର୍ତ୍ତିକରି ଆକାଶରେ ଉଡ଼ାଯାଏ
ବେଲୁନ୍‌ପରି ହୋଇଥିବା ଯାନ

Example

ପିଲାମାନେ ପଡ଼ିଆରେ ବେଲୁନ୍‌ ଉଡ଼ାଉଛନ୍ତି
ଉଡ଼ାଜାହାଜ ନିର୍ମାଣ ପୂର୍ବରୁ କିଛି ବୈଜ୍ଞାନିକ ବେଲୁନ୍‌ ଯାନରେ ଆକାଶରେ ଯାତ୍ରା କରିସାରିଥିଲେ