Home Oriya Odia Dictionary

Download Oriya Odia Dictionary APP

Bankruptcy Oriya Odia Meaning

ଦେବାଳିଆ

Definition

ମନୁଷ୍ୟର ସେହି ଅର୍ଥହୀନ ଅବସ୍ଥା ଯେତେବେଳେ ଋଣ ସୁଝିବାପାଇଁ କିଛି ବି ପାଖରେ ନଥାଏ
କୌଣସି ବସ୍ତୁ ବା ଗୁଣର ସର୍ବଦା ଅଭାବ
ଦେବାଳିଆ ହେବାର ଅବସ୍ଥା ବା ଭାବ

Example

ବ୍ୟବସାୟରେ କ୍ଷତି ହେବା କାରଣରୁ ମହାଜନ ଦେବାଳିଆ ହୋଇଗଲେ
ଏହି ପ୍ରଶ୍ନକୁ ସମାଧାନ କରୁକରୁ ମୋର ବୁଦ୍ଧି ଗୁଡ଼ିମ୍
ଦେବାଳିଆପଣ ତାଙ୍କୁ ଆତ୍ମହତ୍ୟା କରିବାପାଇଁ ବାଧ୍ୟ କଲା