Home Oriya Odia Dictionary

Download Oriya Odia Dictionary APP

Bar Oriya Odia Meaning

ବଂଦ କରିବା, ବନ୍ଦ କରିବା, ବ୍ଲକ୍ କରିବା, ମଦ ଦୋକାନ, ମଦିରା ଶାଳା, ମଦ୍ୟ ଶାଳା, ମଧୁଶାଳା, ସିଲ୍ କରିବା

Definition

ଯେଉଁ ମନୋବୃତ୍ତି ଜଣଙ୍କୁ ଖୁବ୍‌ ଖରାପ ଭାବି ସବୁବେଳେ ତାଠାରୁ ଦୂରରେ ରହିବାପାଇଁ ପ୍ରେରଣା ଦିଏ
ଲୁହାଆଦିର ପତଳା ଛଡ଼
କୌଣସି କାର୍ଯ୍ୟ କରିବା ସମୟରେ ଆସୁଥିବା ବାଧା
କାମ, ବିକାଶ, ମାର୍ଗଆଦିରେ ବାଧା ଠିଆ କରାଯିବା ବା ଆସୁଥିବା ବାଧା
ଯେଉଁ ଯାଗାରେ ସରକାରଙ୍କ ତରଫରୁ ନ୍ୟାୟ

Example

ସେ ଲୁହାଛଡ଼କୁ ହାତରେ ବଙ୍କା କରିଦେଲା
ଏହି କାମରେ କିଛି ବିଘ୍ନ ନଆସୁ ସେଇଥିପାଇଁ ମୁଁ ବିଘ୍ନବିନାଶକଙ୍କୁ ପ୍ରାର୍ଥନା କରୁଛି
ମୋହନ ମୋର ସବୁ କାମରେ ବାଧା ଦେଇ ମୋତେ ହଇରାଣ କରୁଛି
ନ୍ୟାୟାଳୟରେ ପଣ୍ଡିତମାନଙ୍କୁ