Home Oriya Odia Dictionary

Download Oriya Odia Dictionary APP

Barb Oriya Odia Meaning

ଆକ୍ଷେପ, କଟାକ୍ଷ, ବ୍ୟଙ୍ଗୋକ୍ତି

Definition

କାହା ଉପରେ ଲଗାଯାଇଥିବା ଦୋଷ
କେହି ଜଣେ ଅନୁଚିତ, ଦଣ୍ଡନୀୟ ବା ନିୟମ ବିରୁଦ୍ଧ କାର୍ଯ୍ୟ କରିଛି ବୋଲି କହିବା
କୌଣସି ଜିନିଷକୁ ମାରିବା ବା ଟାଙ୍ଗିବାଆଦି ନିମନ୍ତେ ତିଆରି ହୋଇଥିବା ଲୁହାଆଦ

Example

ନଜାଣି ନଶୁଣି କାହା ଚରିତ୍ରରେ କଳଙ୍କ ଲଗାଇବା ଠିକ୍‌ ନୁହେଁ
ଭ୍ରଷ୍ଟାଚାର ଆରୋପରେ ତାକୁ ନିଲମ୍ବିତ କରାଯାଇଛି
ସେ ପଡ଼ିଯାଇଥିବା ଲୁଗାକୁ ଆଙ୍କୁଡ଼ିରେ ଉଠାଇଲା
ସେ କଥା କଥାରେ କଟାକ୍ଷ କରୁଛି
ସେ ମୋ ଆଡ଼କୁ କଣେଇକଣେଇ ଦେଖୁଛି
ମାଛ ଧରିବାପାଇଁ ମୋହନ କଣ୍ଟାରେ ଥୋପ ଲଗାଇଲା
ଲୁଗାରେ