Home Oriya Odia Dictionary

Download Oriya Odia Dictionary APP

Basin Oriya Odia Meaning

ନଦୀକୂଳ, ବେସିନ, ସିଙ୍କ୍

Definition

ସେହି ସ୍ଥାନ ଯେଉଁଠି ପାଣି ଜମି ଥାଏ
ବଡ଼ ପାଣି କୁଣ୍ଡ
ଯାହା ଶୁଭେ
ମାଟି, ଗୋଡ଼ିଆଦିରେ ତିଆରିହୋଇଥିବା ବଡ଼ପାତ୍ର ଯେଉଁଥିରେ ପଶୁମାନଙ୍କୁ ଖାଦ୍ୟଖାଇବାକୁ ଓ ପାଣିପିଇବାକୁ ଦିଆଯାଏ
ଏକ ପ୍ରକାରର ବଡ଼ ଓ ଗହିରା ବାସନ ଯାହା ଖାଦ୍ୟ ପ୍ରସ୍ତୁତିବେଳେ ଦରକାରରେ ଆସେ
ଗଳାରେ ଥିବା ନଳି ଯାହାଦ୍ୱା

Example

ଜଳାଶୟରେ ପଦ୍ମ ଫୁଟିଛି
ଏକ ତୀବ୍ର ଧ୍ୱନି ତାଙ୍କର ଏକାଗ୍ରତାକୁ ଭାଙ୍ଗିଦେଲା
ରାମୁ ବଳଦମାନଙ୍କପାଇଁ ନନ୍ଦିଆରେ କୁଳୁଚି-ପାଣି ଭର୍ତ୍ତି କରୁଛି
ସୀତା ଚୁଲିରେ ତସଲାଏ ଭାତ ଓ ତସଲାଏ ଡାଲି ରାନ୍ଧୁଛି
ସମୁଦ୍ର ମନ୍ଥନରୁ ବାହାରିଥିବା ବିଷ ପିଇବାରୁ ଭଗବାନ ଶିବଙ୍କ କଣ୍