Home Oriya Odia Dictionary

Download Oriya Odia Dictionary APP

Bathe Oriya Odia Meaning

ଅବଗାହନ ହେବା, ଗାଧୋଇବା, ନିମଜ୍ଜନ ହେବା, ବୁଡିବା, ସ୍ନାନ କରିବା

Definition

ସଫା ଓ ଥଣ୍ଡାରଖିବାପାଇଁ ସାରା ଶରୀରକୁ ଜଳରେ ଧୋଇବା କାର୍ଯ୍ୟ
ପାଣିଉପରେ ଭାସିବା
ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ଦୋହଲାଇ ପାଣି ଭିତରେ ତଳଉପର ଓ ଆଗପଛ ହେବା
ପହଁରିବାର ପ୍ରକ୍ରିୟା
ପହଁରାଳିକୁ ମିଳୁଥିବା ପାରିଶ୍ରମିକ
ଜଳରେ ଭିଜାଇବା ବା ଶରୀରକୁ ଖରାରୁ

Example

ସନ୍ଥମାନେ ସ୍ନାନ କଲାପରେ ପୂଜାପାଠ କରନ୍ତି
ପୋଖରୀରେ ଗୋଟିଏ ଶବ ଭାସୁଛି
ରାମ ନଦୀରେ ପହଁରୁଛି
ସେ ଅନବରତ ପହଁରା ପରେ ଥକିଯାଇଛି
ତାକୁ ସଂସ୍ଥା ତରଫରୁ ପାଞ୍ଚ ଶହ ଟଙ୍କା ପହଁରା ମଜୁରି ମିଳିଲା
ସ୍ନାନରେ କେତେକ ରୋଗଜୀବାଣୁ