Home Oriya Odia Dictionary

Download Oriya Odia Dictionary APP

Battle Cry Oriya Odia Meaning

ଆକ୍ରମଣ ନାଦ, ଯୁଦ୍ଧନାଦ, ଯୁଦ୍ଧବାଜଣା, ରଣବାଦ୍ୟ, ରଣଭେରୀ, ସିଂହନାଦ

Definition

ଯୁଦ୍ଧ ସମୟରେ ହେଉଥିବା ଶବ୍ଦ
ସିଂହର ଗର୍ଜନ

Example

ଯୁଦ୍ଧନାଦ ଶୁଣୁ ଶୁଣୁହିଁ ସୈନିକ ଶତ୍ରୁଙ୍କ ଉପରକୁ ଡେଇଁ ପଡ଼ିଲେ
ଜଙ୍ଗଲରେ ସିଂହରଡ଼ି ଶୁଭୁଥିଲା
ସିଂହନାଦର ପ୍ରତ୍ୟେକ ପାଦରେ କ୍ରମାନୁସାରେ ସଗଣ, ଜଗଣ, ସଗଣ ଏବଂ ଗୋଟିଏ ଗୁରୁ ଥାଏ