Home Oriya Odia Dictionary

Download Oriya Odia Dictionary APP

Battle Flag Oriya Odia Meaning

ଯୁଦ୍ଧ ଝଣ୍ଡା, ଯୁଦ୍ଧ ଧ୍ବଜ, ଯୁଦ୍ଧ ପତାକା, ସମର ପତାକା

Definition

ଯେଉଁ ପତାକା ଯୁଦ୍ଧ ସମୟରେ ଉଡ଼ାଯାଏ ବା ଯାହାକୁ ଯୁଦ୍ଧ ସମୟରେ ସୈନିକମାନେ ଉଡ଼ାନ୍ତି

Example

ମହାଭାରତ ସମୟରେ କୁରୁକ୍ଷେତ୍ରରେ କୌରବ ଓ ପାଣ୍ଡବମାନେ ନିଜ ନିଜର ଯୁଦ୍ଧ ପତାକା ଉଡ଼ାଇଲେ