Home Oriya Odia Dictionary

Download Oriya Odia Dictionary APP

Battue Oriya Odia Meaning

କଟାକଟି, ହଣାକଟା, ହଣାମରା, ହାଣକାଟ

Definition

କୌଣସି କଥାରେ ହୋଇଥିବା କଳହ
ହଣାମରା କରିବାର ପ୍ରକ୍ରିୟା
କାହାରିକୁ ଡାକିବାପାଇଁ ଯୋର୍‌ରେ କରାଯାଉଥିବା ଶବ୍ଦ
ଜଙ୍ଗଲୀ ପଶୁ ଶିକାର କରିବାପାଇଁ ପାଟିତୁଣ୍ଡକରି ଘଉଡ଼ାଇବା କ୍ରିୟା ଯାହାଦ୍ୱାରା ଶିକାର ସହଜରେ କରିହୁଏ

Example

ଆଜି ସକାଳୁ ମୋର ତା ସହିତ କଥା କଟାକଟି ହୋଇଗଲା
ସାଂପ୍ରଦାୟିକ ଗଣ୍ଡଗୋଳ ଲାଗିବାମାତ୍ରେ ହଣାକଟା ଆରମ୍ଭ ହୋଇଗଲା
ମାଲିକର ଡାକ ଶୁଣି ଚାକର ଦୌଡ଼ି ଦୌଡ଼ି ଆସିଲା
ବେଣ୍ଟ