Home Oriya Odia Dictionary

Download Oriya Odia Dictionary APP

Batty Oriya Odia Meaning

ଉନ୍ମାଦ, ପାଗଳ

Definition

ଯାହାର ବୁଦ୍ଧି ନାହିଁ ବା ବହୁତ କମ୍‌ ବୁଦ୍ଧି ଅଛି
ସେହି ବ୍ୟକ୍ତି ଯାହାର ବୁଦ୍ଧି ନାହିଁ ବା କମ୍‌ ବୁଦ୍ଧି
ଯାହାର କିଛି ପାଗଳାମି ବା ଉନ୍ମାଦଭାବ ଅଛି
କ୍ରୋଧ, ପ୍ରେମଆଦି କାରଣରୁ ଯେ ନିଜକୁ ନିୟନ୍ତ୍ରଣ କରିପାରେ ନାହିଁ
ଯାହାର ମସ୍ତିଷ

Example

ମୂର୍ଖ ଲୋକମାନଙ୍କ ସହିତ ଯୁକ୍ତିତର୍କ କରିବା ଉଚିତ୍‌ ନୁହେଁ
ସମାଜରେ ମୂର୍ଖଙ୍କ ସଂଖ୍ୟା କମ୍‌ ନୁହେଁ
ସେ ଜଣେ ପାଗଳ ବ୍ୟକ୍ତି
କ୍ରୋଧରେ ପାଗଳ ବ୍ୟକ୍ତି କିଛି ବି କରିପାରେ
ରାସ୍ତାରେ