Home Oriya Odia Dictionary

Download Oriya Odia Dictionary APP

Beast Oriya Odia Meaning

କଂସେଇ, କ୍ରୁର ବ୍ୟକ୍ତି, ନିର୍ଦୟ ବ୍ୟକ୍ତି, ନିର୍ଦ୍ଦୟୀ, ନିଷ୍ଠୁର , ନିଷ୍ଠୁର ବ୍ୟକ୍ତି

Definition

ସ୍ୱେଚ୍ଛାରେ ଗତି କରୁଥିବା ଜୀବ
ମନରେ ଦୟା ନଥିବା ବ୍ୟକ୍ତି
ଯେଉଁଥିରେ ଦୟାନାହିଁ
ଚାରିଟି ପାଦ ଓ ଲାଞ୍ଜଥିବା ଜନ୍ତୁ
ମାଂସ ବିକିବା ପାଇଁ ପଶୁମାନଙ୍କୁ ହତ୍ୟା କରୁଥିବା ବ୍ୟକ୍ତି
ଯିଏ ପ୍ରାଣଦଣ୍ଡ ପାଇଥିବା ଲୋକଙ୍କୁ ହତ୍ୟା କରେ
ନେଉଳ ଭଳି ଏକ ଜନ୍ତୁ

Example

ପୃଥିବୀରେ ଅନେକ ପ୍ରକାରର ଜୀବଜନ୍ତୁ ଦେଖାଯାନ୍ତି
ହିଟଲର୍ ଜଣେ ନିର୍ଦୟ ବ୍ୟକ୍ତି ଥିଲେ
କଂସ ଜଣେ କ୍ରୁରବ୍ୟକ୍ତି ଥିଲା, ସେ ବସୁଦେବ ଓ ଦେବକୀକୁ ବନ୍ଦୀଶାଳାରେ ରଖିଥିଲା
ଗାଈ ଗୋଟିଏ ପାଳିତ ପଶୁ
ଧାରୁଆ ହତିଆରରେ କଂସାଇ ଛେଳିର ଗଳା