Bed Oriya Odia Meaning
ଖଟ, ତଳ, ତଳି, ପଲଙ୍କ, ବିଛଣା ଯୋଗାଇଦେବା, ବିସ୍ତର ଦେବା, ରତିକରିବା, ରମଣକରିବା, ସମ୍ଭୋଗକରିବା
Definition
ଏକ ପ୍ରକାରର ବଡ଼ ଖଟ
କୌଣସି ଲୁଗା ବା ଗଦିଆଦି ଯାହା ଶୋଇବା କିମ୍ବା ବସିବାପାଇଁ ବିଛାଯାଏ
କୌଣସି ବସ୍ତୁର ଭିତର ତଳ ସ୍ତର
ମାନବ ନିର୍ମିତ ଏକ ବସ୍ତୁ ଯେଉଁଥିରେ କିଛି ରଖାଯାଏ
ଯାହା ଉପରେ କୌଣସି ଅନ୍ୟ ଏକ ଜିନିଷ ଠିଆହୋଇ ବା ତିଷ୍ଠି
Example
ମା’ ଛୁଆକୁ ପଲଙ୍କରେ ଶୁଆଇଦେଲା
ସେ ଖଟରେ ବିଛଣା ବିଛାଉଛି
ଲୋଟାର ତଳଅଂଶରେ ଭସ୍ମ ଜମିଯାଇଛି
ସେ କୁକୁରମାନଙ୍କୁ ମାଟିପାତ୍ରରେ କ୍ଷୀର ପିଆଉଛି
କୌଣସି ଜିନିଷର ମୂଳଦୁଆ ମଜବୁତ୍ ହେବା ଦରକାର
ସେ ଘର ବାହାରେ ଶେଜ ଉପରେ ଶୋଇଥିଲା
ନିଅଁ ମଜବୁତ୍ ରହିଲେ ବହୁତଳ ବିଶିଷ୍ଟ
Shoot in Oriya OdiaHair in Oriya OdiaModish in Oriya OdiaAcerate in Oriya OdiaFlow in Oriya OdiaLovingness in Oriya OdiaGo Steady in Oriya OdiaUnrespected in Oriya OdiaTouched in Oriya OdiaArse in Oriya OdiaAffectionate in Oriya OdiaPlaster in Oriya OdiaFishbone in Oriya OdiaFlux in Oriya OdiaConey in Oriya OdiaStrict in Oriya OdiaAspect in Oriya OdiaBoycott in Oriya OdiaPreference in Oriya OdiaSubscribe in Oriya Odia