Home Oriya Odia Dictionary

Download Oriya Odia Dictionary APP

Bed Linen Oriya Odia Meaning

ଗଦି, ବିଛଣା, ଶେଯ

Definition

କୌଣସି ଲୁଗା ବା ଗଦିଆଦି ଯାହା ଶୋଇବା କିମ୍ବା ବସିବାପାଇଁ ବିଛାଯାଏ
କୌଣସି ବସ୍ତୁଆଦିକୁ ଆଚ୍ଛାଦିତ କରିବା କିମ୍ବା ଢାଙ୍କିବା ବସ୍ତୁ
ମାନବ ନିର୍ମିତ୍ତ ଏକ ବସ୍ତୁ ଯାହା ଉପରେ ଶୋଇହୁଏ
ସ୍ତ୍ରୀମାନଙ୍କର ପିନ୍ଧିବା ବା ଢାଙ୍କିହେବାର ବସ୍ତ୍ର
ହାତୀର ଗଦି
ବିଛାଇବା, ଢା

Example

ସେ ଖଟରେ ବିଛଣା ବିଛାଉଛି
ଘୋଡ଼ଣୀଦ୍ୱାରା ବସ୍ତୁ ସୁରକ୍ଷିତ ରହେ
ସେ ଘର ବାହାରେ ଶେଜ ଉପରେ ଶୋଇଥିଲା
ତାର ଲାଲ ଓଢ଼ଣୀ ପବନରେ ତରଙ୍ଗାୟିତ ହେବା ନଜରରେ ପଡ଼ିଲା
ମାହୁନ୍ତ ହାତୀ ପିଠିରେ ସୁନ୍ଦ