Home Oriya Odia Dictionary

Download Oriya Odia Dictionary APP

Bedchamber Oriya Odia Meaning

ନିଦ୍ରାଗାର, ଶୟନକକ୍ଷ, ଶୟନାଗାର, ଶୋଇବାଘର

Definition

ଶୋଇବାପାଇଁ ହେଇଥିବା ଘର
ଆରାମ କରିବା ସ୍ଥାନ

Example

ମୋ ଶୋଇବାଘର ପବନପାଇଁ ଖୁବ୍‌ ଅନୁକୂଳ
ପଦ ଯାତ୍ରା ବେଳେ ଦ୍ୱିପହରରେ ଆମେ ବିଶ୍ରାମ ସ୍ଥଳରେ ଥିଲୁ