Home Oriya Odia Dictionary

Download Oriya Odia Dictionary APP

Before Oriya Odia Meaning

ଆଗଆଡକୁ, ଆଗରୁ, ଆଗେଆଗେ, ପୂର୍ବରୁ, ପ୍ରଥମରୁ, ସବାଆଗେ

Definition

କୌଣସି ଜଣଙ୍କର ସମ୍ମୁଖ ବା ଉପସ୍ଥିତିରେ
କୌଣସି ସମୟ ବା ଘଟଣାଆଦିର ଆରମ୍ଭ ସମୟ ବା ଆରମ୍ଭର ବା ପ୍ରଥମର
କୌଣସି କାରଣରୁ ଯିଏ ପ୍ରଥମେ ଗୋଟିଏ ପଦରେ ଥିଲେ କିନ୍ତୁ ବର୍ତ୍ତମାନ ସେହି ପଦରେ ନାହାନ୍ତି
ଯିଏ ଆଗରେ ବା ଆଗ ଆଡ଼କୁ ଅଛି
ଆଗ ଆଡ଼କୁ
ସବୁଠୁ ଆଗରେ ବା ଆଗଆଡ଼କୁ
ଆଗକୁ ଆସୁଥିବା ସମୟରେ
ବିତି ଯାଇଥିବ

Example

ଆଜିର ସଭାରେ କେତେ ଭୂତପୂର୍ବ ମନ୍ତ୍ରୀ ମଧ୍ୟ ଭାଗନେବେ
ଏହି ଯାନର ଆଗପଟ ଭାଙ୍ଗିଯାଇଛି
ସେ ଧୀରେଧୀରେ ଆଗକୁ ବଢ଼ିଲା
ଆମକୁ ରାସ୍ତା ଦେଖାଇବା ନିମନ୍ତେ ମାର୍ଗ ଦର୍ଶକ ଆଗେ ଆଗେ ଚାଲୁଥିଲେ
ଭବିଷ୍ୟତରେ କଣ ହେବ