Home Oriya Odia Dictionary

Download Oriya Odia Dictionary APP

Being Oriya Odia Meaning

ଅସ୍ତିତ୍ବ, ଜୀବ, ପ୍ରାଣୀ, ବିଦ୍ୟମାନତା, ସଜୀବ , ସତ୍ତା

Definition

ପ୍ରାଣୀମାନଙ୍କର ସେହି ଚେତନ ଶକ୍ତି ଯେଉଁଥିପାଇଁ ସେ ଜୀବିତ ରହନ୍ତି
କୌଣସି ବିଷୟ, କଥା ବା ଘଟଣାର କୌଣସି ବିଶେଷ ସ୍ଥିତି
ସ୍ୱେଚ୍ଛାରେ ଗତି କରୁଥିବା ଜୀବ
ଜୀବନଥିବା ବା ଯେଉଁଥିରେ ପ୍ରାଣ ଅଛି
ଗୋଟିଏ ଗଛ ଯାହାର ସୁଗନ୍ଧିତ ମଞ୍

Example

ଶରୀରରୁ ପ୍ରାଣର ବର୍ହିଗମନ ହେଉଛି ମୃତ୍ୟୁ
ପୃଥିବୀରେ ଅନେକ ପ୍ରକାରର ଜୀବଜନ୍ତୁ ଦେଖାଯାନ୍ତି
ଜୀବିତ ପ୍ରାଣୀର ଆନ୍ତରିକ ବୁଦ୍ଧି ଘଟେ
ସେ ନିଜ ଘର ପଛରେ ଜୁଆଣି ଗଛ ଲଗାଇଛନ୍ତି
ସଂସାରରେ ଯେ ବି ଜନ୍ମ ହୁଏ, ତାକୁ ମରିବାକୁ ହୁଏ
ଏହି କୁଡ଼ିଆରେ ଜଣେ ଦ