Home Oriya Odia Dictionary

Download Oriya Odia Dictionary APP

Belatedly Oriya Odia Meaning

ଡେରି, ବିଳମ୍ବ

Definition

ମିନିଟ୍‌, ଘଣ୍ଟା, ବର୍ଷଆଦିରେ ମପାଯାଉଥିବା ଦୂରତା ବା ଗତି ଯେଉଁଥିରେ ଭୂତ ବର୍ତ୍ତମାନଆଦିର କଳନା ହୁଏ
ବିଳମ୍ବରେ
ସାଧାରଣ ବା ନିର୍ଦ୍ଦିଷ୍ଟ ଠାରୁ ଅଧିକ ସମୟ
ନିର୍ଦ୍ଧାରିତ ବା ଅପେକ୍ଷିତ ସମୟ ପରର ବା ପରେ ହୋଇଥିବା

Example

ମୋର ଏଠାକୁ ଆସିବାରେ ଡେରି ହୋଇପାରେ,ଚିନ୍ତା କରିବେ ନାହିଁ
ଜାଣେ ନାହିଁ କାହିଁକି ମୁଁ ଡେରି ରାତି ପର୍ଯ୍ୟନ୍ତ ଶୋଇପାରିଲି ନାହିଁ