Home Oriya Odia Dictionary

Download Oriya Odia Dictionary APP

Belch Oriya Odia Meaning

ହେଉଡି

Definition

ପେଟ ପୂରି ଯାଇଥିବାର ସୂଚନା ଦେଉଥିବା ଶାରିରୀକ ବ୍ୟବସ୍ଥା ଯେଉଁଥିରେ ପେଟ ଭିତରର ବାୟୁ କିଛି ଶବ୍ଦକରି ଗଳାରୁ ବାହାରି ଯାଏ
ପେଟର ବାୟୁ ଶବ୍ଦପୂର୍ବକ ମୁହଁଦେଇ ବାହାରିବା
ଅନୁଚିତ ଢ଼ଙ୍ଗରେ ଅଧିକାର କରି

Example

ଆଜି ମୋର ବହୁତ ହେଉଡ଼ି ଆସୁଛି
ଖାଦ୍ୟ ଭଲରେ ହଜମ ହୋଇ ନ ଥିବାରୁ ଜେଜେବାପା ବହୁତ ହାକୁଟି ମାରୁଛନ୍ତି
ସେ କୃଷକମାନଙ୍କ ଜମି ମାରିନେଲା