Home Oriya Odia Dictionary

Download Oriya Odia Dictionary APP

Benevolence Oriya Odia Meaning

ଉପକାର, ଭଲ, ଭଲେଇ, ହିତ

Definition

ଯିଏ ଭଲ ବା ଯାହାର ଭଲ ଗୁଣ ଅଛି କିମ୍ବା ଯାହାର କାମଦ୍ୱାରା ଅନ୍ୟର ଭଲ ହୁଏ
ଅନ୍ୟର ଦୁଃଖ ଦେଖି ଯେଉଁ ମନୋବେଗ ସୃଷ୍ଟି ହୁଏ
ଯେଉଁ ଭାଗ୍ୟର ଆଧାରରେ ଭଲ କଥା ବା ଘଟଣା ଘଟେ ବା ସେହି ଭାଗ୍ୟ ଯାହା ଭଲର ପ୍ରତୀକ
ଯିଏ ସମସ୍ତଙ୍କ ସହିତ ଭଲ, ଉଚିତ୍‌ ଏବଂ

Example

ଦୁନିଆରେ ଭଲ ଲୋକଙ୍କର ଅଭାବ ନାହିଁ
ସେହି କାମକର ଯାହାଦ୍ୱାରା ସମସ୍ତଙ୍କର ହିତ ହେବ
ଦୟା ଏକ ସାତ୍ତ୍ୱିକ ଭାବନା
ମୋ ସୌଭାଗ୍ୟକୁ ଆପଣଙ୍କ ଦର୍ଶନ ପାଇଛି
ସଜ୍ଜନ ବ୍ୟକ୍ତି ସବୁ ପରିବେଶରେ ଅନ୍ୟ ସହିତ ଭଲ ବ୍ୟବହ