Home Oriya Odia Dictionary

Download Oriya Odia Dictionary APP

Benniseed Oriya Odia Meaning

ତିଳ, ରାଶି

Definition

ଯେଉଁ ଛୋଟ ଗଛର ମଞ୍ଜିରୁ ତେଲ ବାହାରେ
କଳା ବିନ୍ଦୁ ଆକାରର ଚିହ୍ନ ଯାହା ସ୍ତ୍ରୀମାନେ ଗାଲ ଥୋଡ଼ିଆଦି ଉପରେ କୁଟାଇଥାନ୍ତି
ଆଖି ପିତୁଳାର ମଝିରେ ଥିବା ବିନ୍ଦୁ
ଏକ ଗଛ ଯାହାର ଦାନାରୁ ତେଲ

Example

ସେ ସବୁଦିନେ ଗାଧୋଇସାରି ରାଶି ତେଲ ଲଗାଏ
ସୀତା ଖୋଦନକାରୀଙ୍କଦ୍ୱାରା ନିଜ ଗାଲ ଉପରେ ତିଳ କୁଟାଉଛି
ଆଖିତାରା କ୍ଷତିଗ୍ରସ୍ତ ହୋଇଯିବାପରେ ବ୍ୟକ୍ତି ଅନ୍ଧ ହୋଇଯାଏ
ପୂଜା, ଯଜ୍ଞଆଦିରେ