Home Oriya Odia Dictionary

Download Oriya Odia Dictionary APP

Besieging Oriya Odia Meaning

ଘେରାବନ୍ଦୀ

Definition

କୌଣସି ଜିନିଷକୁ ଚାରିଆଡ଼ୁ ଘେରିଥିବା କୌଣସି ରେଖା ବା କୌଣସି ଜିନିଷଆଦି
କାହାରିକୁ ଚାରିପଟରୁ ଘେରିନେବା କ୍ରିୟା
ଶତ୍ରୁ,ଅପରାଧୀ ଆଦିଙ୍କୁ ଘେରିବା ବା ଧରିବାପାଇଁ କୌଣସି ସ୍ଥାନର ଯିବାଆସିବା ବାଟକୁ ବନ୍ଦକରିବା ପ୍ରକ୍ରିୟା

Example

ଶତ୍ରୁସେନା ଦୁର୍ଗକୁ ଘେରାବନ୍ଦୀ କରିଦେଲେ
ଭାରତ ଓ ପାକିସ୍ଥାନର ସୀମାନ୍ତରେ ଆତଙ୍କବାଦୀମାନଙ୍କ ଅନୁପ୍ରବେଶକୁ ରୋକିବାପାଇଁ ଅବରୋଧ କରାଯାଇଛି