Home Oriya Odia Dictionary

Download Oriya Odia Dictionary APP

Besprinkle Oriya Odia Meaning

ଛିଞ୍ଚିବା, ଛିଟିକାଇବା, ଛିଡିକାଇବା, ସିଞ୍ଚିବା, ସେଚନକରିବା

Definition

ଚାରିଆଡ଼କୁ ବିଞ୍ଚିବା
ପାଣିଆଦିର ଛିଟା ମାରିବା
କୌଣସି ଜିନିଷ ଉପରେ ଚୁର୍ଣ୍ଣଆଦି ଛିଞ୍ଚିବା
ତରଳ ପଦାର୍ଥ ଛିଞ୍ଚିବାର ପ୍ରକ୍ରିୟା
ପାଣିକୁ ଛିଟିକାଇବା

Example

କୃଷକ ଜମିରେ ମଞ୍ଜି ବିଞ୍ଚୁଛି
କୃଷକ ଜମିରେ ଔଷଧ ଛିଞ୍ଚୁଛନ୍ତି
ଚିକିତ୍ସକ ଘାଆ ଉପରେ ଔଷଧ ଛିଞ୍ଚୁଛନ୍ତି
ରୋଗ ଦାଉରୁ ଫସଲକୁ ରକ୍ଷା କରିବାପାଇଁ ଔଷଧ ସିଞ୍ଚନ