Home Oriya Odia Dictionary

Download Oriya Odia Dictionary APP

Better Oriya Odia Meaning

ଅଗ୍ରଗଣ୍ୟ, ଅଧିକ, ଉତ୍ତମ, ଉନ୍ନତ, ଉନ୍ନତ କରିବା, ଉନ୍ନତତର, ବଢେଇବା, ବିକଶିତ କରିବା, ବେଶି, ସୁଧୁରିବା

Definition

କୌଣସି ପ୍ରଶ୍ନ ବା କଥା ଶୁଣି ତାହାର ସମାଧାନ କରିବା ନିମନ୍ତେ କୁହାଯାଇଥିବା କଥା
ଉତ୍ତମ ହେବାର ଅବସ୍ଥା ବା ଭାବ
ମହାନ୍‌ ହେବାର ଅବସ୍ଥା ବା ଭାବ
ଶ୍ରେଷ୍ଠ ବା ମୁଖ୍ୟହେବାର ଅବସ୍ଥା ବା ଭାବ
ବେପାର, କାମଆଦିରେ ହେଉଥିବା ଲାଭ

Example

ଆପଣ ମୋ ପ୍ରଶ୍ନର ଉତ୍ତର ଦେଇନାହାନ୍ତି
ଚରିତ୍ରର ଉତ୍ତମତା ସବୁଠାରୁ ଉଚ୍ଚରେ
ହିନ୍ଦୀ ସାହିତ୍ୟରେ ପ୍ରେମ୍‌ଚାନ୍ଦଙ୍କ ମହାନତାକୁ ଟଳାଇ ହେବନାହିଁ
ସେ ଲୁଗା ବେପାରରେ ପ୍ରଚୁର ଲାଭ କଲା / ମିଛ କହି ମୋର କି ଲାଭ ହେବ
ମୁ ଏଠାକୁ ପରେ ଆସିବି