Home Oriya Odia Dictionary

Download Oriya Odia Dictionary APP

Biased Oriya Odia Meaning

ଏକତରଫା

Definition

ଯାହା ନଇଁ ଯାଇଛି
ଗୋଟିଏ ଆଡ଼ର ବା ତରଫର
ଏକ ପକ୍ଷର
ଯେଉଁଥିରେ ପକ୍ଷପାତ କରାଯାଇଛି
ଯାହା ଝୁଙ୍କିବା ଅବସ୍ଥାରେ ଥାଏ

Example

ଫଳ ଧରିଲେ ହିଁ ଗଛ ଅବନମିତ ହୋଇଯାଏ
ଏକତରଫା ବୟାନ ଶୁଣି କାହା ପ୍ରତି ନ୍ୟାୟ କରାଯାଇ ପାରିବ ନାହିଁ
ନ୍ୟାୟାଧୀଶ ଏକତରଫା ନ୍ୟାୟ ଦେଲେ
ଫଳରେ ନଇଁଥିବା ଡାଳଟି ଭୂଇଁକୁ ଛୁଉଁଥିଲା