Home Oriya Odia Dictionary

Download Oriya Odia Dictionary APP

Bicephalous Oriya Odia Meaning

ଦୋମୁଣ୍ଡିଆ

Definition

ଯାହାର ଦୁଇଟି ମୁଣ୍ଡ
ଦୁଇ ମୁହଁଯୁକ୍ତ ବା ଯାହାର ଦୁଇଟି ମୁହଁ ଥାଏ
ଦୁଇପଟିଆ ଚାଲ୍ ଚଳାଇବା ବା କଥା କହିବା ବ୍ୟକ୍ତି

Example

ସାପୁଆକେଳା ଲୋକମାନଙ୍କୁ ଦୋମୁଣ୍ଡିଆ ସାପ ଦେଖେଇଲା
ଯାହାକୁ ଦୋମୁହାଁ ସାପ କୁହାଯାଏ, ତାର ବାସ୍ତବରେ ଦୁଇଟି ମୁହଁ ନ ଥାଏ
ମୁଁ ଦୋମୁହାଁ ବ୍ୟକ୍ତିମାନଙ୍କୁ ଘୃଣା କରେ