Home Oriya Odia Dictionary

Download Oriya Odia Dictionary APP

Bickering Oriya Odia Meaning

କଳି ତକରାଳ, ବିତଣ୍ଡା, ଯୁକ୍ତିତର୍କ

Definition

ଅଯଥା କଥା କହିବାର କ୍ରିୟା
କୌଣସି କଥାରେ ହେଉଥିବା ବିବାଦ
ଅଯଥା ଯୁକ୍ତିତର୍କ

Example

ସେ କଳିର କାରଣ ଜାଣିବାକୁ ଚାହୁଁଛି
ଆଜି ରାମ ଏବଂ ଶ୍ୟାମ ମଧ୍ୟରେ ଏକ ଛୋଟ କଥାକୁ ନେଇ ବିତଣ୍ଡା ହେଲା