Home Oriya Odia Dictionary

Download Oriya Odia Dictionary APP

Birthmark Oriya Odia Meaning

ଲକ୍ଷଣ

Definition

କୌଣସି ବସ୍ତୁରେ ମିଳୁଥିବା ଏକ ବିଶେଷ କଥା ବା ତତ୍ତ୍ୱ ଯାହାଦ୍ୱାରା ସେ ବସ୍ତୁର ଭିନ୍ନତା ନିରୂପିତ ହୁଏ
ଶରୀରରେ ଥିବା କୌଣସି ଶୁଭ ବା ଅଶୁଭ ଚିହ୍ନ
ସାଧାରଣ ଶାରୀରିକ ଅବସ୍ଥା ବା କ୍ରିୟାରେ ହେଉଥିବା ଯେଉଁ

Example

ସବୁ ବସ୍ତୁର କିଛି ଲକ୍ଷଣ ରହିଥାଏ
ନବଜାତ ଶିଶୁର ଶରୀରରେ କେତେକ ଅତି ଉତ୍ତମ ଲକ୍ଷଣ ରହିଛି
ରୋଗର ଲକ୍ଷଣ ତ ଟାଇଫଏଡ୍ ଭଳି ଲାଗୁଛି