Home Oriya Odia Dictionary

Download Oriya Odia Dictionary APP

Black Pepper Oriya Odia Meaning

କଳା ମରିଚ, ଗୋଲ ମରିଚ

Definition

ତରକାରୀରେ ମସଲା ଭାବରେ ବ୍ୟବହୃତ ହେଉଥିବା ଏକ ରାଗଯୁକ୍ତ, କଳା, ଛୋଟ ଦାନା
ଏକ ପ୍ରକାର ରାଗୁଆ ଫଳ ଯାହା ତରକାରୀରେ ମସଲା ଭାବେ ଉପଯୋଗ କରାଯାଏ
ଯେଉଁ ଲତାର କଟୁ,କଳା,ଛୋଟ ତଥା ଗୋଲ ଫଳକୁ ତରକାରିରେ ମସଲା ରୂପେ ବ୍ୟବହାର କରାଯାଏ

Example

ମୋ ଜେଜେ ଗୋଲ ମରିଚ ପକା ଚାହା ପିଇବାକୁ ପସନ୍ଦ କରନ୍ତି
ତରକାରୀକୁ ରାଗୁଆ କରିବାପାଇଁ ଅଧିକ ଲଙ୍କା ପକେଇବା ଦରକାର
କୃଷକ ଖେତରୁ ଗୋଲମରିଚକୁ ମୂଳରୁ ଉପାଡ଼ୁଛି
କୃଷକ ଖେତର ଲଙ୍କାରେ ପାଣ