Home Oriya Odia Dictionary

Download Oriya Odia Dictionary APP

Blackamoor Oriya Odia Meaning

ଅଶ୍ବେତ, କଳାଲୋକ

Definition

ଯେଉଁ ବ୍ୟକ୍ତି ଶ୍ୱେତ ବା ଗୋରା ନୁହେଁ
କଜ୍ୱଳ ବା କୋଇଲା ରଙ୍ଗର
ଆଫ୍ରିକାର ଯେଉଁ ନିବାସୀ ବହୁତ କଳା ଏବଂ ଯେଉଁମାନଙ୍କ ବାଳ କର୍କଶ ଓ କୁଞ୍ଚୁକୁଞ୍ଚିଆ
କଜ୍ଜ୍ୱଳ ବା କୋଇଲା ଭଳି ଏକ ରଙ୍ଗ
ଆଫ୍ରିକା,

Example

ଇଂରେଜମାନେ କଳାଲୋକଙ୍କ ଉପରେ ବହୁତ ଜୁଲୁମ୍‌ କରିଥିଲେ
ଏକଥା ଶୁଣିଲା ମାତ୍ରେ ସୋହନର ମୁହଁ କଳା ପଡ଼ିଗଲା
ଭାରତକୁ ବହୁତ ନିଗ୍ରୋ ପଢ଼ିବାପାଇଁ ଆସୁଛନ୍ତି
ଏହି ଚିତ୍ରର ଉପରି ଭାଗକୁ କଳାରଙ୍ଗରେ ରଙ୍ଗ କର
ପରିଶେଷରେ ଏହି ଅଶ୍ୱେତ ମାନଙ୍କ ଉପରେ ଚାଲିଥିବା