Home Oriya Odia Dictionary

Download Oriya Odia Dictionary APP

Blase Oriya Odia Meaning

ବିରକ୍ତ

Definition

ସାଂସାରିକ ସୁଖଭୋଗରେ ପରିପୂର୍ଣ୍ଣତା ଆସିଲେ ତା ପ୍ରତି ଆସକ୍ତି ନରହିବା ଅବସ୍ଥା ବା ଭାବ
ଯାହାର ଚିତ୍ତ ବିରସ ହୋଇ କୌଣସି କଥାରୁ ଓହରି ଯାଇଚି
ଯେ କୌଣସି କାମ, ବସ୍ତୁ, ବ୍ୟକ୍ତିଆଦି ପ୍ରତି ବିରକ୍ତ ପ୍ରକାଶ କରିଛି

Example

ତୁମର ଉଦାସ ଚେହେରା ହିଁ କହିଦେଉଛି ଯେ ତୁମେ ବହୁତ ଚିନ୍ତିତ ଅଛ
କାମରେ ବିରକ୍ତ ହୋଇ ସ୍ତ୍ରୀଲୋକମାନେ ସିନେମା ଦେଖିବାକୁ ଚାଲିଗଲେ