Home Oriya Odia Dictionary

Download Oriya Odia Dictionary APP

Bleary Oriya Odia Meaning

ଅସ୍ପଷ୍ଟ, ଝାପସା, ଧୂମାଳ, ଧୂସର

Definition

କଜ୍ୱଳ ବା କୋଇଲା ରଙ୍ଗର
ଯାହା ସ୍ପଷ୍ଟ ନୁହେଁ
ଧୂଆଁ ରଙ୍ଗର
ସ୍ପଷ୍ଟ ଦେଖା ଯାଉ ନ ଥିବା

Example

ଏକଥା ଶୁଣିଲା ମାତ୍ରେ ସୋହନର ମୁହଁ କଳା ପଡ଼ିଗଲା
ବାଳକଟି ଅସ୍ପଷ୍ଟ ଭାଷାରେ କିଛି କହୁଛି
କୁହୁଡ଼ି କାରଣରୁ ସବୁକିଛି ଧୂଆଁଳିଆ ଦେଖା ଯାଉଥିଲା
ସାମନାର ଦୃଶ୍ୟ ଝାପ୍‌ସା ଦିଶୁଛି