Home Oriya Odia Dictionary

Download Oriya Odia Dictionary APP

Blindness Oriya Odia Meaning

ଅନ୍ଧପଣ, ଦୃଷ୍ଟିହୀନତା, ନେତ୍ରହୀନତା

Definition

ବିଦ୍ୟାର ଅଭାବ
ଜ୍ଞାନ ନହେବାର ଅବସ୍ଥା ବା ଭାବ
ଅନ୍ଧ ହେବାର ଅବସ୍ଥା
ଜୀବାତ୍ମାକୁ ଗୁଣ ଆଉ ଗୁଣର କାର୍ଯ୍ୟରୁ ପୃଥକ ନ ବୁଝିପାରିବାର ଅବସ୍ଥା

Example

ଆପଣ ବିଦ୍ୟା ହାସଲ କରି ନିଜର ଅବିଦ୍ୟାକୁ ଦୂର କରିପାରିବେ
ପ୍ରକୃତ ଗୁରୁ ହିଁ ଅଜ୍ଞାନତାକୁ ଦୂରକରି ବ୍ୟକ୍ତି ଜୀବନରେ ଜ୍ଞାନରୂପୀ ଆଲୋକ ଭରିଦିଏ
ସୁରଦାସଙ୍କର ରଚନାରେ ତାଙ୍କର ଦୃଷ୍ଟିହୀନତାର କୌଣସି ପ୍ରଭାବ ନାହିଁ
ଅଜ୍ଞତା