Home Oriya Odia Dictionary

Download Oriya Odia Dictionary APP

Blithely Oriya Odia Meaning

ଖୁସିଖୁସି, ଖୁସିରେ, ପ୍ରସନ୍ନତଃ, ପ୍ରସନ୍ନତାପୂର୍ବକ, ପ୍ରସନ୍ନତାରେ, ସହର୍ଷ, ହର୍ଷପୂର୍ବକ

Definition

ଯାହା ଆନନ୍ଦରେ ଭରା
ନିଜ ଇଚ୍ଛା ବା ମର୍ଜିରେ
ପ୍ରସନ୍ନତା ସହିତ
ଯିଏ ପ୍ରସନ୍ନ ହୋଇଛି
ଆନନ୍ଦରେ ଯାହାର ଲୋମ ଛିଡ଼ାହୋଇଯାଏ

Example

ସନ୍ତୋଷୀ ବ୍ୟକ୍ତିଙ୍କ ଜୀବନ ଆନନ୍ଦପୂର୍ଣ୍ଣ ହୁଏ
ସେ ସ୍ୱଇଚ୍ଛାରେ ଏହି କାମ କରୁଛି
ଶ୍ୟାମ ପ୍ରସନ୍ନତାପୂର୍ବକ ନିଜ କାମରେ ଲାଗିପଡ଼େ / ରାମ ମୋର ଆଜ୍ଞା ପ୍ରସନ୍ନତାପୂର୍ବକ ମାନି ନେଲା
ସେ ସିନେମା ଦେଖି