Home Oriya Odia Dictionary

Download Oriya Odia Dictionary APP

Blockade Oriya Odia Meaning

ନାକାବନ୍ଦୀ, ପ୍ରହରା, ବଂଦ କରିବା, ବନ୍ଦ କରିବା, ବ୍ଲକ୍ କରିବା, ସିଲ୍ କରିବା

Definition

କାହାରିକୁ ଚାରିପଟରୁ ଘେରିନେବା କ୍ରିୟା
ଶତ୍ରୁ,ଅପରାଧୀ ଆଦିଙ୍କୁ ଘେରିବା ବା ଧରିବାପାଇଁ କୌଣସି ସ୍ଥାନର ଯିବାଆସିବା ବାଟକୁ ବନ୍ଦକରିବା ପ୍ରକ୍ରିୟା
ନିର୍ଭର କରିବାର ସ୍ଥିତି

Example

ଶତ୍ରୁସେନା ଦୁର୍ଗକୁ ଘେରାବନ୍ଦୀ କରିଦେଲେ
ଭାରତ ଓ ପାକିସ୍ଥାନର ସୀମାନ୍ତରେ ଆତଙ୍କବାଦୀମାନଙ୍କ ଅନୁପ୍ରବେଶକୁ ରୋକିବାପାଇଁ ଅବରୋଧ କରାଯାଇଛି
ଆଜିବି ଶସ୍ୟ ଉତ୍ପାଦନ କରିବାପାଇଁ ବର୍ଷା ଉପରେ କୃଷକ ମାନଙ୍କ ନିର୍ଭରଶୀଳତା ତିଷ୍ଠି ରହିଛି