Home Oriya Odia Dictionary

Download Oriya Odia Dictionary APP

Bloodbath Oriya Odia Meaning

କଟାକଟି, ହଣାକଟା, ହଣାମରା, ହାଣକାଟ

Definition

କୌଣସି କଥାରେ ହୋଇଥିବା କଳହ
ହଣାମରା କରିବାର ପ୍ରକ୍ରିୟା

Example

ଆଜି ସକାଳୁ ମୋର ତା ସହିତ କଥା କଟାକଟି ହୋଇଗଲା
ସାଂପ୍ରଦାୟିକ ଗଣ୍ଡଗୋଳ ଲାଗିବାମାତ୍ରେ ହଣାକଟା ଆରମ୍ଭ ହୋଇଗଲା