Home Oriya Odia Dictionary

Download Oriya Odia Dictionary APP

Blowup Oriya Odia Meaning

ବିସ୍ଫୋଟନ, ବିସ୍ଫୋରଣ

Definition

ଭିତରର ଉତ୍ତାପରେ ବାହାର ଅଂଶ ଗରମ ହେବା ଓ ଫାଟିଯିବାର କ୍ରିୟା
ମାଂସ ନିମନ୍ତେ ପଶୁ-ପକ୍ଷୀଙ୍କୁ ହତିଆରରେ ଏକା ଥରକେ କାଟି ପକାଇବାର ଢଙ୍ଗ
ମନକୁ ଲାଗିଥିବା ଆଘାତ
ହାତୀ ଉପରୁ ଚଳା ଯାଉଥିବା ଗୋଟିଏ ପ୍ରକାରର ବଡ଼ ତୋପ
ହାଲୁକା ଧକ୍କ

Example

ବମ୍‌ ବିସ୍ଫୋଟନରେ କୋଡ଼ିଏ ଜଣ ଲୋକଙ୍କ ପ୍ରାଣ ଚାଲିଗଲା
ମୁସଲମାନମାନେ ଝଟକାଦ୍ୱାରା କଟା ମାଂସ ଖାଇବାକୁ ପାପ ବୋଲି ବିଚାର କରନ୍ତି
ତାର କଥା ମୋତେ ଆଘାତ ଦେଲା
ପ୍ରାଚୀନ କାଳରେ ଯୁଦ୍ଧରେ ଧମାକାର ବ୍ୟବହାର ହେଉ