Home Oriya Odia Dictionary

Download Oriya Odia Dictionary APP

Blubber Oriya Odia Meaning

ନାକରେ କାନ୍ଦିବା

Definition

ପୀଡ଼ା, ଦୁଃଖ, ସୁଖ, କ୍ରୋଧଆଦିର ଭାବାବେଗରୁ ଆଖିରୁ ଅଶ୍ରୁ ବହିବା
ଶୋକଆଦି ଅବସ୍ଥାରେ କାନ୍ଦିକି ଦୁଃଖ ପ୍ରକାଶ କରିବା
କାନ୍ଦିବା କ୍ରିୟା
କାନ୍ଦିବାଦ୍ୱାରା ଉତ୍ପନ୍ନ ହେଉଥିବା ଶବ୍ଦ

Example

ନିଜ ମାଆଠାରୁ ଦୂରେଇରହିବା କାରଣରୁ ଶ୍ୟାମ କାନ୍ଦୁଥିଲା
ନିଜ ପତିର ମୃତ୍ୟୁ ଖବର ଶୁଣି ସେ ବିଳାପ କରୁଛି
ବିଦାୟ ସମୟରେ ତାର କାନ୍ଦ ବନ୍ଦ ହେଉନଥିଲା
ତାର କାନ୍ଦଣା ବହୁଦୂରକୁ ଶୁଣାଯାଉଥିଲା