Home Oriya Odia Dictionary

Download Oriya Odia Dictionary APP

Blue Lotus Oriya Odia Meaning

ଅସିତାମ୍ବୁଜ, ଅସିତୋତ୍ପଳ, ନୀଳ କମଳ, ନୀଳପଦ୍ମ, ନୀଳାମ୍ବୁଜ, ନୀଳେନ୍ଦୁ, ନୀଳୋତ୍ପଳ, ରାଜୀବ

Definition

ପାଣିରେ ହେଉଥିବା ଏକ ଗଛର ଫୁଲ ଯାହା ବହୁତ ସୁନ୍ଦର ଦେଖାଯାଏ
ଜଳରେ ଉତ୍ପନ୍ନ ହେଉଥିବା ଏକ ଛୋଟ ଗଛ ଯାହା ନିଜର ସୁନ୍ଦର ଫୁଲ ନିମନ୍ତେ ପ୍ରସିଦ୍ଧ
ନୀଳ ରଙ୍ଗର ପଦ୍ମ
ଏକ ବୃକ୍ଷ ଯାହାର ଫଳ ଖିଆଯାଏ
ଗାରଥିବା ବା ରେଖାଯୁକ୍ତ

Example

ପିଲାମାନେ ଖେଳି-ଖେଳି ପୋଖରୀରୁ ପଦ୍ମ ତୋଳୁଛନ୍ତି
ଏହି ପୋଖରୀରେ ନୀଳପଦ୍ମ ବେଶି ଫୁଟେ
ମାଳୀ ବଗିଚାରେ ଡାଳିମ୍ବ ଗଛ ଲଗାଉଛି
ରମେଶ ଗାରପକା ସାର୍ଟ ପିନ୍ଧିଛି
ଗୋନରା ଆକାରରେ ଲମ୍ବା ହୋଇଥାଏ