Home Oriya Odia Dictionary

Download Oriya Odia Dictionary APP

Blueish Oriya Odia Meaning

ନୀଳ, ନେଳିଆ

Definition

ଯେଉଁ ରଙ୍ଗ ଆକଶ ବା ନୀଳ ରଙ୍ଗ ପରି
ନଳଙ୍କ ସହିତ ମିଶି ସାଗର ଉପରେ ସେତୁ ନିର୍ମାଣ କରିଥିବା ରାମଙ୍କ ସେନାର ଜଣେ ବାନର
ନୀଳ ରଙ୍ଗର
ନୀଳ ନାମକ ଛୋଟ ଗଛରୁ ବାହାରୁଥିବା ନୀଳର

Example

ଚିତ୍ରକର ପ୍ରକୃତିର ଚିତ୍ର କଲାବେଳେ ଆକଶକୁ ନୀଳ ରଙ୍ଗରେ ରଙ୍ଗାଇବାକୁ ଭୁଲିଗଲା
ନଳ ଏବଂ ନୀଳ ଯେଉଁ ପଥରକୁ ସ୍ପର୍ଶ କରିଦେଉଥିଲେ, ତାହା ପାଣି ଉପରେ ଭାସୁଥିଲା
ସେ ନୀଳ ଲାଗିଥିବା କୁର୍ତ୍ତା ପାଇଜାମା ପିନ୍ଧିଥିଲେ
ଏଠାରେ ନୀଳ କ୍ଷେତ