Home Oriya Odia Dictionary

Download Oriya Odia Dictionary APP

Blush Oriya Odia Meaning

ଲଜ୍ଜିତହେବା, ଲାଜେଇବା

Definition

ଲାଜରେ ମୁଣ୍ଡ ତଳକୁ କରିବା
ଯେଭଳି କଥା କହିଲେ କାହାରିକୁ ଲଜ୍ଜା ଅନୁଭବ ହୁଏ
ନିଜ ଭୁଲପାଇଁ ଲଜ୍ୟା ଅନୁଭବ କରିବା
ଯେଉଁ ମନୋଭାବ ଯୋଗୁଁ ସ୍ୱଭାବତଃ ଅଥବା ସଂକୋଚ, ଦୋଷ ଆଦି କାରଣରୁ ଅନ୍ୟମାନଙ୍କ ଆଗରେ ମୁଣ୍ଡଟେକି ହୁଏନାହିଁ
ଲାଲ ହେବାର ଅବସ୍ଥା ବା ଭାବ

Example

ଶ୍ୟାମର ପତ୍ନୀ ବହୁତ ଲାଜ କରେ
ସେ ମୋତେ ଖୋଲାଖୋଲି ଭାବେ ଲଜ୍ଜିତ କରାଇଲା
ଶ୍ୟାମ ତା ଚୋରିକାମ ଧରାପଡ଼ିବାରୁ ଲଜ୍ଜିତ ହେଲା
ଲାଜ ଯୋଗୁଁ ସେ କିଛି କହିପାରିଲା ନାହିଁ
ସୂର୍ଯୋଦୟ ତଥା ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟଙ୍କ ଲାଲିମା ଦେଖିଲେ ହିଁ ଜଣାଯାଏ