Home Oriya Odia Dictionary

Download Oriya Odia Dictionary APP

Bluster Oriya Odia Meaning

ଆସ୍ଫାଳନ କରିବା, ଧମକ, ଧମକାଣ, ଧମକି, ଫୁଟାଣି ମାରିବା, ବଡିମା ଦେଖାଇବା

Definition

ଧମକ ଦେଇ ଡରେଇବା
ମନରେ ଡରଥାଇ ଉପରକୁ ପ୍ରକାଶ କରାଯାଉଥିବା ମିଛ କ୍ରୋଧ ବା ଏହି ପ୍ରକାର ଦିଆଯାଉଥିବା ଧମକି
ଦଣ୍ଡ ଦେବା କିମ୍ବା କ୍ଷତି ପହଞ୍ଚାଇବାର ଭୟ ଦେଖାଇବା କ୍ରିୟା
ଯେ ବଢ଼ିବଢ଼ି

Example

ଗୋଟେପିଲା ମୋ ଛୋଟ ଭାଇକୁ ଧମକାଉଥିଲା
ମୁଁ ତୁମର ଧମକରେ ଡରୁ ନାହିଁ
ମଦନର ଧମକକୁ ଡରି ସେ ଥାନାରେ ଏତାଲା ଦେଲା
କଥାକୁହାଳିଆ ଲୋକ ମୋର ପସନ୍ଦ ନୁହେଁ