Home Oriya Odia Dictionary

Download Oriya Odia Dictionary APP

Bm Oriya Odia Meaning

ଝାଡାଫେରିବା, ପାଇଖାନା, ମଳତ୍ୟାଗ, ଶୌଚ, ହଗିବା

Definition

ଯେଉଁ ରୋଗରେ ଶରୀରରୁ ବାରମ୍ବାର ଚିକ୍କଣ, ଧଳା ଅଠାଳିଆ ମଳ ବାହାରେ
ଖାଦ୍ୟ ହଜମ ନ ହେଲେ ସୃଷ୍ଟି ହେଉଥିବା ଏକ ପ୍ରକାରର ଅଠାଳିଆ ଚିକ୍କଣ ଧଳା ମଳ
ପାଇଖାନା ବା ଝାଡ଼ା ଫେରିବାର ପ୍ରକ୍ରିୟା
ଧର୍ମ ଅନୁସାର

Example

ଆମାତିସାର ପୀଡ଼ିତ ବ୍ୟକ୍ତିକୁ ବାରମ୍ବାର ଶୌଚାଳୟକୁ ଯିବାକୁ ପଡ଼େ
ଡାକ୍ତର ଆମ ପରୀକ୍ଷା କଲେ
ଗାଁରେ ଅଧିକାଂଶ ଲୋକେ ଖୋଲା ପଡ଼ିଆରେ ଶୌଚ କରନ୍ତି
ଗଙ୍ଗାଜଳର ପବିତ୍ରତାରେ କୌଣସି ସନ୍ଦେହ ନାହିଁ