Home Oriya Odia Dictionary

Download Oriya Odia Dictionary APP

Boat Oriya Odia Meaning

ଡଙ୍ଗା, ତରଣୀ, ନଉକା, ନାଆ, ନାବ, ନୌକା, ପଢଉ, ବହିତ୍ର

Definition

ଜମି-ବାଡ଼ି ଭୂମିଆଦିରେ ଲାଗୁଥିବା କର
ଅଷ୍ଟମୀର ଚନ୍ଦ୍ର ଯାହା ଅଧା ହୋଇଥାଏ
ନୌକା ଚଳେଇବା କାଠ
କାଠ, ଲୁହାଆଦିରେ ତିଆରି ଜଳରେ ଚାଲୁଥିବା ଯାନ
ବହୁବର୍ଷଧରି ବଂଚିଥିବା ଅରଖ ଜାତୀୟ ଏକ ଗଛ
ଯେଉଁ ଜଙ୍ଗଲୀ ବୃକ୍ଷର ଫଳ ବିଷାକ୍ତ ହୋଇଥାଏ
ଛୋଟ ନଦୀ ଆଦି ପାର ହେବା ପାଇଁ ବାଉଁଶ ଅଦି

Example

ଜମିଦାରୀ ଯୁଗରେ ଖଜଣା ଦେଇ ନପାରିଲେ ଜମିଦାର କୃଷକମାନଙ୍କର ଜମି ଦଖଲ କରିନେଉଥିଲେ
ବାଳକଟି ଛାତ ଉପରେ ବସି ଅଧାଜହ୍ନକୁ ଦେଖୁଥିଲା
ନାଉରିଆ ଆହୁଲାଦ୍ୱାରା ନାଆ ଚଳାଉଛି
ପ୍ରାଚୀନ କାଳରେ ନୌକା ଯାତାୟାତର ମୁଖ୍ୟ