Home Oriya Odia Dictionary

Download Oriya Odia Dictionary APP

Body Of Work Oriya Odia Meaning

ସାହିତ୍ୟ

Definition

କୌଣସି ଭାଷା ଅଥବା ଦେଶର ସବୁଗ୍ରନ୍ଥ, ଲେଖନୀଆଦିର ସମୂହ
ବିଦ୍ୟାର ଯେଉଁ ବିଭାଗରେ ସାହିତ୍ୟର ଅଧ୍ୟୟନ କରାଯାଏ
କୌଣସି ବିଷୟ, କବି ବା ଲେଖକଙ୍କ ସମ୍ପର୍କିତ ସମସ୍ତ ଗ୍ରନ୍ଥ ଓ ଲେଖାଆଦିର ସମୂହ

Example

ସାହିତ୍ୟ ହିଁ ସମାଜର ଦର୍ପଣ
ସେ ହିନ୍ଦୀ ସାହିତ୍ୟରେ ଏମ୍. ଏ. କରିଛନ୍ତି
ହିନ୍ଦୀରେ ତୁଳସୀ ସାହିତ୍ୟର ବିଶେଷ ସ୍ଥାନ ରହିଛି